ସାଇବର ଅପରାଧୀଙ୍କ ଟାର୍ଗେଟରେ ଯୁବପିଢୀ । ଭାଲେଣ୍ଟାଇନ୍ ସପ୍ତାହରେ ଲୁଟି ନେବେ ଟଙ୍କା ।<br />#ପ୍ରେମ_ସପ୍ତାହରେ_ଗୋଟିଏ_କ୍ଲିକରେ<br />#ଟଙ୍କା_ନଥିବ_ଆକାଉଣ୍ଟରେ<br />ଭାଲେଣ୍ଟାଇନ୍ ଡେ' ହେଉ ଅବା କମ୍ ଟଙ୍କାରେ ଦାମୀ ସାମଗ୍ରୀର ଅଫର୍ ହେଉ । ଗୋଟିଏ ଅଜଣା ମେସେଜ୍ କିମ୍ବା ଫୋନ୍ କଲ୍ ଆପଣଙ୍କ ଆକାଉଣ୍ଟକୁ ଖାଲି କରିଦେବ । କିଭଳି ଏଥିରୁ ନିଜକୁ ବଞ୍ଚାଇବେ ସେନେଇ ସରଳ ଭାଷାରେ ବୁଝାଇ କହିଛନ୍ତି ସାଇବର୍ ଏକ୍ସପର୍ଟ ।<br />#OneindiaOdia #Odisha #cybercrime
