#ତୋର_ମୋର_ଯୋଡି_ସୁନ୍ଦର
ରାଜସ୍ଥାନରେ ଗତ ମାର୍ଚ୍ଚ 1 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରୂପେଲି ପରଦାର ସୁପରହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା । ରିୟଲ ଲାଇଫର ଏହି ଯୋଡିଙ୍କ ବାହାଘର ସମୟର ଫଟୋ ଆପଣ ଦେଖିଥିବେ । ଏବେ ଦେଖନ୍ତୁ ସେହି ବାହାଘର ସମୟର ଭିଡିଓ । କିଭଳି ଘୋଡାରେ ରଜା ବେଶରେ ବର ହୋଇ ଆସିଥିଲେ ସବ୍ୟସାଚୀ ।
#ସବ୍ୟାର୍ଚ୍ଚିତା #weddings #Sabyasachi_Mishra #Archita_Sahu