ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା
2021-04-09 2 Dailymotion
ଉତ୍କଳ ଦିବସ ଅବସରରେ ଚାଷୀମାନଙ୍କ ଆକାଉଣ୍ଟକୁ 'କାଳିଆ' ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀର ହକ୍ ପାଇଁ ଆମ ଲଢେଇ ଜାରି ରହିବ । ମାଟି ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ: ମୁଖ୍ୟମନ୍ତ୍ରୀ<br />#Odisha #Kaliayojana