ବାଣୀବିହାରରେ ରାଗିଂ ଅଭିଯୋଗ । ଅଭିଯୋଗ ଆଣିଲେ ଏମବିଏ ପ୍ରଥମ ବର୍ଷର ଛାତ୍ର । ରାଗିଂକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖା ଦେଇଛି । ସିନିୟର ଓ ଜୁନିୟର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ। କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଛାତ୍ର ।<br />OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.<br />Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.