ଗ୍ରାହକଙ୍କୁ ବାଧିଲାଣି ଅହେତୁକ ଗ୍ୟାସ ଦର ବୃଦ୍ଧି । ବର୍ଷକ ଭିତରେ ୫୦ ପ୍ରତିଶତ ମହଙ୍ଗା ହେଲାଣି ରନ୍ଧନ ଗ୍ୟାସର ଦର । ଉଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ ସିଲିଣ୍ଡର ନେଇଥିବା ଗ୍ରାହକ ଏବେ ଗ୍ୟାସ୍ ଛାଡି ଚୁଲି ଓ ଜାଲେଣି ମୁହାଁ ହେଲେଣି । ଗ୍ୟାସ ଦର ବୃଦ୍ଧିରେ ଅତିଷ୍ଠ ହୋଇ ଲୋକମାନେ ଗ୍ୟାସ ସିଲିଣ୍ଡରକୁ ପୋଖରୀରେ ବିସର୍ଜନ କଲେଣି । ଏହାସହ କାଠ, ଜାଳେଣିକୁ ଆପଣାଉଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...
#thequiver #latestnews #odishanews #gyscylinder #gysratehike #updatenews Narendra Modi

Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/