ସତରେ ବଦଳି ଯାଇଛି ମୋ ଶ୍ରୀକ୍ଷେତ୍ର । ପୂରା ନୂଆ ନୂଆ ଲାଗୁଛି । ନା ସିଂହଦ୍ୱାରରେ ଅଛି ଭାବର ଗହଳି ନା ବଡ଼ଦାଣ୍ଡରେ ଅଛି ଭକ୍ତିର ବାସ୍ନା । ସବୁଠି ବାରି ହେଉଛି ଅ-ଭାବ । ଏତେଶୀଘ୍ର କଳା ଠାକୁରଙ୍କ ଶ୍ରୀକ୍ଷେତ୍ର ବଦଳିଯିବ ତାହା କେହି ଭାବି ନଥିବେ। ହଁ ଏହି ପରିବର୍ତ୍ତନ କାଳେ ବିକାଶର ନମୂନା । ସତରେ କ’ଣ ଏହା ବିକାଶ? ସତରେ କ’ଣ ପୁରୀର ବିକାଶ ହୋଇଛି? ନା ଭାବ ଆଉ ଭକ୍ତିର ବିନାଶ କରାଯାଇଛି ?
#thequiver #latestnews #purishreemandira #latestupdate #puri #odishanews #odisha

Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: