Surprise Me!

ନବୀନଙ୍କୁ ଟକ୍କର ଦେବେ ଅପରାଜିତା - THE Quiver

2022-05-28 2 Dailymotion

ସ୍ୱଚ୍ଛତା ବ୍ରାଣ୍ଡ ନେଇ ମୈଦାନକୁ ଓହ୍ଲାଉଛନ୍ତି ଅପରାଜିତା । ରାଜ୍ୟର ବିଭିନ୍ନ ଜାଗାରେ ଯାଇ ପଦଯାତ୍ରା କରୁଛନ୍ତି ଓ ଲୋକଙ୍କ ସହ ମିଶୁଛନ୍ତି । ପୁରୀରେ ନବୀନଙ୍କ ସ୍ୱପ୍ନର ପ୍ରକଳ୍ପରେ ହେଉଥିବା ବେଆଇନ ନିର୍ମାଣକୁ ବିରୋଧ କରିବା ପରେ ପୁରୀରେ ପଦଯାତ୍ରା କରିଥିଲେ ଅପରାଜିତା । ସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲେ । ଆଗାମୀ ଦିନରେ ସେ ନବୀନଙ୍କୁ ଟକ୍କର ଦେବେ ଚର୍ଚ୍ଚା ହେଉଛି । ଦେଖନ୍ତୁ ଏହି ରିପୋର୍ଟ...
#thequiver #latestnews #updatenews Aparajita Sarangi Fan Club Naveen Patnaik #bjpodisha #updatenews

Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Buy Now on CodeCanyon