Surprise Me!

୧୭ ଟଙ୍କାର ଜୀବନ- THE Quiver

2022-05-28 1 Dailymotion

୧୭ ଟଙ୍କାରେ ବଞ୍ଚିବାକୁ ହେଉଛି ଗୋଟିଏ ଦିନ । ସେଥିରେ ଖାଇବା ଠୁ ଆରମ୍ଭ କରି ଔଷଧ ଖର୍ଚ୍ଚ । ଏହାଠୁ ଅଧିକ ନୁହେଁ । ଏହା ହେଉଛି ସରକାରଙ୍କ ସାମାଜିକ କଲ୍ୟାଣ ବ୍ୟବସ୍ଥା । ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାସିକ ୫ଶହ ଟଙ୍କା ପେନସନ ଯୋଗାଇ ଦେଉଛନ୍ତି । ଅର୍ଥାତ୍ ଦିନକୁ ୧୭ଟଙ୍କା ବଞ୍ଚିବା ପାଇଁ ସରକାର ଦେଉଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ମାତ୍ର ୧୭ ଟଙ୍କାରେ ଗୋଟିଏ ଦିନ ଚଳିପାରିବ ତ ଗୋଟିଏ ଲୋକ? ଦେଖନ୍ତୁ ଏହି ରିପୋର୍ଟ...
#thequiver #latestnews #odishanews #oldagepensionsystem #updatenews Naveen Patnaik
Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Buy Now on CodeCanyon