Surprise Me!

ପୋଲାଣ୍ଡ ଉପରେ ପୁଟିନଙ୍କ ଆଖି- THE Quiver

2022-05-29 1 Dailymotion

#ପୋଲାଣ୍ଡ_ଉପରେ_ପୁଟିନଙ୍କ_ଆଖି<br />#ପୋଲାଣ୍ଡକୁ_ଋଷର_ଧମକ <br />ୟୁକ୍ରେନ୍ ପରେ ପୋଲାଣ୍ଡ । ପୋଲାଣ୍ଡ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି ଋଷ । ୟୁକ୍ରେନକୁ ମାଟିରେ ମିଶାଇ ସାରିଥିବା ରୁଷର କ୍ରୁର ଦୃଷ୍ଟି ଏବେ ପଡିଛି ପୋଲାଣ୍ଡ ଉପରେ ପଡିଛି । ପୋଲାଣ୍ଡ ଉପରେ ଆକ୍ରମଣ କରିବା ନେଇ ଖୋଲା ଚ୍ୟାଲେଂଜ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମସ୍କୋର ନିର୍ଦ୍ଦେଶକ୍ରମେ ପୁଟିନଙ୍କ ଘନିଷ୍ଟ ସହଯୋଗୀ ତଥା ଚେଚେନ ଆର୍ମି ମୁଖ୍ୟ ରମଜାନ କାଦିରୋବ ଭିଡିଓ ଜାରି କରି ପୋଲାଣ୍ଡକୁ ଧମକ ଦେଇଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...<br />#thequiver #latestnews #russiaukrinewar #poland #vladmirputin #updatenews <br />

Buy Now on CodeCanyon