ଆଜି ସାବିତ୍ରୀ ଅମାବାସ୍ୟ । ପ୍ରତି ହିନ୍ଦୁଙ୍କ ପାଇଁ ଆଜି ଦିନଟି ବେସ ଗୁରୁତ୍ୱପୂର୍ଣ୍ଣ । ପୌରାଣିକ ଅନୁଯାୟୀ ମହାସତୀ ସାବିତ୍ରୀ ଯମଙ୍କଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ୱାମୀଙ୍କ ଦୀର୍ଘ ଜୀବନ ସଙ୍ଗେ ପରିବାରର ସୁଖଶାନ୍ତି ପାଇଁ ବିବାହିତା ମହିଳାମାନେ ଏହି ବ୍ରତ ପାଳିଥାନ୍ତି । କିନ୍ତୁ ମର୍ଡନ ନାରୀଙ୍କ ଉପରେ ଯଦି ନଜର ପକାଇବା ତେବେ ଏହି ଆଧୁନିକ ଯୁଗରେ ଏହି ଓଷା ବ୍ରତ ପାଳନ କରିବା ସେମାନଙ୍କ ପାଇଁ ଏକ ଟ୍ରେଣ୍ଡ ପାଲଟିଛି । ସାବିତ୍ରୀ ବ୍ରତ ହେଉଛି ଏକ ନିଷ୍ଠାର ପରମ୍ପରା କିନ୍ତୁ ଏବେ ନିଷ୍ଠା କମ୍ ଦାବି ଅଧିକ ବଢୁଛି । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ...<br />#thequiver #latestnews #odishanews #modernsabitri #sabitribrata #odisha #updatenews<br />