Surprise Me!

ମୁଣ୍ଡ ବିକା ନେତା- THE Quiver

2022-05-30 1 Dailymotion

ଜନସେବାର ଦ୍ୱାହି ଦେଇ ରାଜନୀତିକୁ ଆସୁଛନ୍ତି ନେତାମାନେ । ବଡ଼ ବଡ଼ ଭାଷଣବାଜି ବି କରୁଛନ୍ତି । ଦମ୍ଭୋକ୍ତି ବି ଦେଖାଉଛନ୍ତି । ହଠାତ୍ ପୁରସ୍କାର ମିଳିଲେ ଆଣ୍ଠୁମାଡ଼ି ମୁଣ୍ଡ ବିକିଦେଉଛନ୍ତି । ଇଏ ହେଉଛି ଆମ ଓଡ଼ିଶାର କିଛି ପୁରୁଖା ନେତାଙ୍କ କଥା । ଯେଉଁମାନେ ଦିନେ ବିରୋଧୀ ଦଳରେ ରହି ସରକାରଙ୍କୁ କଡ଼ା ସମାଲୋଚନା କରୁଥିଲେ, ସେମାନେ ଆଜି ନିଜ ସ୍ୱାର୍ଥ ହାସଲ ପାଇଁ ସେଇ ସରକାରଙ୍କ ପାଖରେ ମୁଣ୍ଡ ବିକିଦେଇଛନ୍ତି । ଆଉ ସରକାରଙ୍କ ହଁ ରେ ହଁ ମାରୁଛନ୍ତି । ଓଡ଼ିଶା ରାଜନୀତିର ଇତିହାସରେ ଏମିତି ଅନେକ ନେତା ଅଛନ୍ତି ଯିଏ, ନିଜ ସ୍ୱାର୍ଥ ପାଇଁ ଜନସେବାକୁ ଭୁଲିଯାଇଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...<br />#thequiver #latestnews #odishanews #bjdleader Naveen Patnaik #updatenews #latestupdate<br />

Buy Now on CodeCanyon