ଆଗରେ ବିରୋଧ ପଛରେ ପ୍ରେମ କରି ଅମାନତା ହରାଇଲା ବିଜେପି । ବିଜେପି ନେତାଙ୍କ ଦୋମୁହାଁ କାମ ପାଇଁ ଲୋକେ ବରଖାସ୍ତ କରିଦେଲେ । ଅମାନତ ବି ରହିଲାନି । ଲୋକଙ୍କ ଏଭଳି ପ୍ରତ୍ୟାକ୍ଷାନ ଧର୍ମେନ୍ଦ୍ର ବାବୁଙ୍କ ପାରିବାପଣିଆ ପ୍ରତି ପ୍ରଶ୍ନ ଉଠାଇଛି । ଓଡ଼ିଶାରେ ବିଜେପି ଶାସନ ପାଇଁ ସ୍ୱପ୍ନ ଦେଖୁଥିବା ଧର୍ମେନ୍ଦ୍ରଙ୍କ ସମେତ ଅନ୍ୟମାନେ ଏଭଳି ପ୍ରତ୍ୟାଖ୍ୟାନକୁ ଗ୍ରହଣ କରିବା ଛଡ଼ା ବିକଳ୍ପ ପାଉନାହାନ୍ତି । ତେଣୁ ଏବେଠୁ ଯଦି ବିଜେପି ଚିନ୍ତା ନ କରେ । ୨୦୨୪ରେ ଇଜ୍ଜତମହତ ବି ପଳେଇବ । ଦେଖନ୍ତୁ ଏହି ରିପୋର୍ଟ...<br />#thequiver #LatestNews #updatenews Dharmendra Pradhan #brajarajnagarbypoolresult BJP Odisha #odishanews