Surprise Me!

ବିଧାୟକମାନଙ୍କୁ ଦରମା ମିଳିବା ଉଚିତ୍ କି ? | THE Quiver

2022-08-01 3 Dailymotion

#ବିଧାୟକମାନଙ୍କୁ_ଦରମା_ମିଳିବା_ଉଚିତ୍_କି?
#ବିଧାୟକମାନେ_ଦରମା_ପାଇବାକୁ_ଯୋଗ୍ୟ_କି?
ଆମ ଦରମା ବଢାଅ । ଏ ଦାବି ବିଧାୟକମାନେ କରୁଛନ୍ତି । ହେଲେ ଏ ଦାବି କେତେ ଯଥାର୍ଥ? ତାହା ଲୋକେ କୁହନ୍ତୁ । ଯେଉଁ ଜନତାଙ୍କ ଭୋଟରେ ସେମାନେ ବିଧାୟକ ହୋଇଛନ୍ତି, ସେହି ଜନତା ହିଁ କୁହନ୍ତୁ, ସେମାନେ କେତେ ଜନତାଙ୍କ ସେବା କରୁଛନ୍ତି, ଆଉ ଏମାନଙ୍କ ଦରମା ବଢିବା ଉଚିତ୍ କି ନୁହେଁ । ଯେଉଁମାନେ ଦିନେ ଭଙ୍ଗା ବାଇକ୍ ଓ ସ୍କୁଟର ଧରି ଜନସେବା କରିବା ଲକ୍ଷ ନେଇ ରାଜନୀତିକୁ ଆସିଥିଲେ । ଯେଉଁମାନେ ସବୁବେଳେ ଲୋକଙ୍କ ସୁଖ ଓ ଦୁଃଖରେ ଛିଡ଼ା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେମାନେ ତାଙ୍କ ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...
#thequiver #LatestNews #odishaMLA #updatenews #salaryofMLA #odishapolitics #bhubaneswar Naveen Patnaik

Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Buy Now on CodeCanyon