ଦିଲ୍ଲୀର ଭାରତ ମଣ୍ଡପରେ ହେବାକୁ ଯାଉଛି ଜାତୀୟ ଯୁବ ମହୋତ୍ସବ ୨୦୨୫ । ଓଡିଶାରୁ ବିଭିନ୍ନ ବିଭାଗରେ ଭାଗନେବେ ୭୫ ଜଣ ପ୍ରତିଯୋଗୀ ।