ପ୍ରବାସୀ ଭାରତୀୟଙ୍କୁ ପରସା ଯାଉଛି ଓଡ଼ିଆ ଖାଦ୍ୟ । ମିଲେଟ ପ୍ରଚାର ପାଇଁ ବିଶେଷ ଦିଆଯାଇଛି ଧ୍ୟାନ । 3 ଦିନ ଅଲଗା ଅଲଗା ଖାଦ୍ୟର ମଜା ନେବେ ପ୍ରବାସୀ ।