ଜଗତପୁର ଥାନା ଅନ୍ତର୍ଗତ ଖଇରା ପୋଲ ନିକଟରେ ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଟାୟାର ଗୋଦାମରେ ପୋଲିସର ରେଡ଼। 4 ହଜାରରୁ ଉର୍ଦ୍ଧ୍ବ ନକଲି ଟାୟାର ଜବତ ।