ରାଜ୍ୟରେ ତାପମାତ୍ରା ବଢ଼ିବା । ହ୍ରାସ ପାଇଁବ ଶୀତ । ଘନ କୁହୁଡ଼ି ଦୃଶ୍ୟମାନକୁ ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।