Surprise Me!

ଦୃଶ୍ଯମାନ ହେବ ଘନ କୁହୁଡ଼ି, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

2025-01-11 0 Dailymotion

ଓଡ଼ିଶାରେ ଶୀତ ଜାରି ରହିଛି । ଆଜିଠାରୁ 3 ଦିନ ତାପମାତ୍ରା ବୃଦ୍ଧି ପାଇବ । ଘନ କୁହୁଡ଼ି ଦୃଶ୍ୟମାନ ହେବ । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

Buy Now on CodeCanyon