ଓଡ଼ିଶାରେ ପ୍ରଥମଥର କଟକରେ ହେବ 71ତମ ସିନିୟର ଜାତୀୟ କବବାଡି ପ୍ରତିଯୋଗିତା । ଭାଗ ନେବେ 35ଟି ଟିମ୍ । ଉଦ୍ଘାଟନୀ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।