Surprise Me!

ଭିନ୍ନତା ଭିତରେ ଏକତାର ଉଦାହରଣ, ସମ୍ବଲପୁରର କାଇଟ ଫେଷ୍ଟିଭାଲ

2025-01-14 0 Dailymotion

ସମ୍ବଲପୁର ଫୋର-ସି ଗ୍ରାଉଣ୍ଡରେ ସମ୍ବଲପୁର-ୟୁଥ ଯୁବ ସଂଗଠନ ପକ୍ଷରୁ ଅନୁଷ୍ଠିତ ହୋଇଛି କାଇଟ ଫେଷ୍ଟିଭାଲ । ପାରମ୍ପରିକ ଖେଳ ଇତ୍ୟାଦିକୁ ବଞ୍ଚେଇ ରଖିବା ଉଦ୍ଦେଶ୍ୟରେ ଏହା ଅନୁଷ୍ଠିତ ହୋଇଆସୁଛି ।

Buy Now on CodeCanyon