ସମ୍ବଲପୁର ଫୋର-ସି ଗ୍ରାଉଣ୍ଡରେ ସମ୍ବଲପୁର-ୟୁଥ ଯୁବ ସଂଗଠନ ପକ୍ଷରୁ ଅନୁଷ୍ଠିତ ହୋଇଛି କାଇଟ ଫେଷ୍ଟିଭାଲ । ପାରମ୍ପରିକ ଖେଳ ଇତ୍ୟାଦିକୁ ବଞ୍ଚେଇ ରଖିବା ଉଦ୍ଦେଶ୍ୟରେ ଏହା ଅନୁଷ୍ଠିତ ହୋଇଆସୁଛି ।