‘ପ୍ରତିଶ୍ରୁତି ପୂରଣ ଲୋକଙ୍କ ସରକାରର ପ୍ରାଥମିକତା’: ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
2025-01-15 0 Dailymotion
ଗୃହଜିଲ୍ଲାରୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । କହିଲେ, ସାମଗ୍ରିକ ବିକାଶକୁ ଗୁରୁତ୍ବ ଦେଇ କାର୍ଯ୍ୟକାରୀ ହେଉଛି ଯୋଜନା । ଯାହା କହିଥିଲୁ, ପୂରଣ କରୁଛୁ ।’’