କଣାସରେ ବ୍ୟାପିଛି ଛାଡାବାନ୍ତି, ଦୂଷିତ ପାଣି ଏହାର କାରଣ: ସିଡିଏମଓ
2025-01-20 0 Dailymotion
କଣାସ ବ୍ଲକର 6ଟି ପଞ୍ଚାୟତରେ ବ୍ୟାପୁଛି ଝାଡାବାନ୍ତି । ବର୍ତ୍ତମାନ 11 ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ସିଡିଏମଓ ଡାକ୍ତର ରୁପଭାନୁ ମିଶ୍ର।