ମାନବିକତାର ପରିଚୟ ଦେଲେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ । ରାସ୍ତାରେ ପଡ଼ିଥିବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ କାରରେ ନେଲେ ହସ୍ପିଟାଲ ।