ସମୁଦ୍ରରେ ୩,୬୦୦ କିଲୋମିଟର ଅତିକ୍ରମ କରି ଅଲିଭ୍ ରିଡଲେ କଇଁଛର ଅଣ୍ଡାଦାନ । ଓଡ଼ିଶାର ଗହୀରମଥାରେ ୨୦୨୧ରେ ହୋଇଥିଲା ଟ୍ୟାଗିଂ । ବିଶେଷଜ୍ଞ କହିଲେ ପ୍ରଥମ ଘଟଣା ।