Surprise Me!

କମିଛି ଚାହିଦା, କମିନି ସ୍ଵାଦ : ପିଲାଦିନ ସ୍ମୃତି ତାଜା କରେ ନଡି଼ିଆ କାଠି ଆଇସକ୍ରିମ

2025-04-19 8 Dailymotion

ହଜିଲା ଦିନର ସ୍ମୃତି ମନେପକାଉଛି ନଡିଆ କାଠି ଆଇସକ୍ରିମ । ଚାହିଦା କମିଛି ସିନା ଏବେବି ରହିଛି ପୁରୁଣା ସ୍ଵାଦ । ବେଉସାକୁ ବଞ୍ଚାଇବାକୁ ରାଜଧାନୀରେ ବେପାରୀଙ୍କ ସଂଘର୍ଷ ।

Buy Now on CodeCanyon