ଜେଜେଙ୍କ କଥା ରଖିଲେ କାହ୍ନୁ, ଗୋଟିଏ ଡାକରେ ଜଙ୍ଗଲରୁ ଧାଇଁ ଆସନ୍ତି ୨୦୦ ମୟୂର
2025-04-19 17 Dailymotion
କାହ୍ନୁଙ୍କ ଡାକରେ ଆସନ୍ତି, ଖାଦ୍ୟ ଖାଇ ପୁଣି ଜଙ୍ଗଲକୁ ଚାଲିଯାଆନ୍ତି । ପ୍ରତିଦିନ ଦୁଇଓଳି ମୟୂରଙ୍କ ପାଇଁ ଖାଦ୍ୟ ନେଇ ଆସନ୍ତି କଟକର କାହ୍ନୁ ବେହେରା । ନାରାୟଣ ସାହୁଙ୍କ ସ୍ବତନ୍ତ୍ର ରିପୋର୍ଟ ।