ଡିଜିପିଙ୍କୁ ଫେରାଦ ହେଲା ବିଜେଡି, ପୂର୍ବତନ ବିଧାୟକଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବି
2025-04-22 0 Dailymotion
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ବିଜେଡିର କାର୍ଯ୍ୟାନୁଷ୍ଠାନ ଦାବି । ପୋଲିସ ମହାନିର୍ଦ୍ଦେଶକ ୱାଇ. ବି ଖୁରାନିଆଙ୍କୁ ଭେଟିଲା BJD ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ।