223 ବର୍ଷରେ ପାଦ ଦେଲା ନୟାଗଡର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା । ଆକର୍ଷଣ ପାଲଟେ 35 ଫୁଟର ରାବଣ । ଘୂର୍ଣ୍ଣୟମାନ ପୁଷ୍ପକ ବିମାନ ।