Surprise Me!

ପ୍ରକୃତି ପ୍ରେମରେ କିନ୍ନର ଚିନ୍ମୟୀ, ଗଛ ବେଶରେ ସଜେଇ ହୋଇ ବାଣ୍ଟୁଛନ୍ତି ପରିବେଶ ସୁରକ୍ଷା ବାର୍ତ୍ତା

2025-04-23 9 Dailymotion

ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଣେ କିନ୍ନର । ନିଜେ ଗଛ ବେଶରେ ସଜେଇ ହୋଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାକୁ ପଦଯାତ୍ରା କରୁଛନ୍ତି ।

Buy Now on CodeCanyon