ଭୁବନେଶ୍ଵର ଏମ୍ସରେ ବଡ଼ ସଫଳତା । ଦୁଇଟି ରୋବଟିକ ମେସିନର ସହାୟତାରେ ଡାକ୍ତରୀ ଟିମ ସଫଳତା ସହ କରିଛନ୍ତି ଆଣ୍ଠୁ ଅପରେସନ ଏବଂ ପ୍ରତିରୋପଣ ।