ଲୋକଙ୍କ ଅଭିଯୋଗ ଶୁଣିବାକୁ ପ୍ରତି ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଯୋଗ ଶୁଣାଣିରେ ସାମିଲ ହେବେ ମନ୍ତ୍ରୀ ମଣ୍ଡଳର ସଦସ୍ୟ ।