ବିଜେଡି କାର୍ଯ୍ୟକାରିଣୀ କମିଟି ଘୋଷଣାରେ ବିଳମ୍ବ । ବିଶୃଙ୍ଖଳା ଆଶଙ୍କାରେ ବିଜେଡି ସଂଗଠନ ନିଷ୍ପତ୍ତି ବିଳମ୍ବ ଚର୍ଚ୍ଚା ।