Surprise Me!

ମାଟ୍ରିକ ଟପ୍ପର ଚନ୍ଦନ: ୫ରୁ ୬ ଘଣ୍ଟା ପଢୁଥିଲେ, ଲକ୍ଷ୍ୟ ବୈଜ୍ଞାନିକ

2025-05-03 39 Dailymotion

<p>Odisha Matric Results 2025 Topper Chandan କଟକ : ଚନ୍ଦନ କୁମାର ମହାନ୍ତ ଚଳିତ ବର୍ଷ ମାଟ୍ରିକ ଟପ୍ପର । ସେ ଦଶମ ବୋର୍ଡ ପରୀକ୍ଷାରେ ୫୮୪ ନମ୍ବର ରଖି ରାଜ୍ୟର ଟପ୍ପର ହୋଇଛନ୍ତି । କଟକ ତୁଳସୀପୁର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଚନ୍ଦନ, 'ଇଟିଭି ଭାରତ'କୁ ପ୍ରତିକ୍ରିୟା ଦେଇଛନ୍ତି । ସେ ତାଙ୍କର ଏହି ସଫଳତା ପାଇଁ  ବାପା ମା ଏବଂ ଗୁରୁଜୀ ଗୁରୁମାଙ୍କୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଦୈନିକ ୫ ରୁ ୬ ଘଣ୍ଟା ପରିଶ୍ରମ କରନ୍ତି । ମାତ୍ର ଡିଜିଟାଲ ପଠପଢାକୁ ସେ ନାପସନ୍ଦ କରିଛନ୍ତି । ଭବିଷ୍ୟତରେ ଆଇଆଇଟି କରି ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେ କହିଛନ୍ତି ମାତ୍ର 5ରୁ 6 ଘଣ୍ଟା ପାଠ ବହି ପଢି ଏହି ସଫଳତା ହାସଲ କରିଛନ୍ତି ହେଲେ ୟୁଟ୍ୟୁବ୍ କିମ୍ବା ସୋସିଆଲ ମିଡିଆ ସାଇଟରୁ ପାଠ ପଢିବାକୁ ସେ ନାପସନ୍ଦ କରନ୍ତି । </p><p>ଏହା ବି ପଢନ୍ତୁ- ଗ୍ୟାରେଜ ମେକାନିକଙ୍କ ଝିଅ ମାଟ୍ରିକ ଟପ୍ପର, ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ - MATRIC RESULTS 2025</a></p>ଗ୍ୟାରେଜ ମେକାନିକଙ୍କ ଝିଅ ମାଟ୍ରିକ ଟପ୍ପର, ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ - MATRIC RESULTS 2025</a>

Buy Now on CodeCanyon