ପଥର ମୂର୍ତ୍ତିକୁ ଦିଅନ୍ତି ଜୀବନ୍ତ ରୂପ, ଓଡ଼ିଶୀ ନୃତ୍ୟ ପରିବେଷଣରେ ମାହିର । ସମୟ ଚକ୍ରରେ ସଂଘର୍ଷ ଭିତରେ ସ୍ୱପ୍ନ ସାକାର କରିବାକୁ ରାତି ଦିନ ଏକାକାର କରି ଦେଇଛନ୍ତି କୁମାର ବିଜେନ୍ଦ୍ର ।