ହୀରାକୁଦ ଜଳଭଣ୍ଡାର ଭିତରେ ଥିବା 26 ଗୋଟି ଛୋଟ ବଡ଼ ଦ୍ବୀପରେ ଶୀତ ଦିନେ ଏଠାକୁ ଆସିଥିବା ପକ୍ଷୀ ଗୁଡିକ ଅଣ୍ଡା ଦାନ ଆରମ୍ଭ କରିଛନ୍ତି ।