ସ୍ପେଶାଲ୍ ଡ୍ରାଇଭରେ ପୁଣି ଗଞ୍ଜାମ ପୋଲିସକୁ ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଚଢାଉ କରି ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ ।