ଗୋଟିଏ ହାତରେ 6000 କିଲୋମିଟର ସାଇକେଲ ଯାତ୍ରା । ତାମିଲନାଡୁରୁ ଭାରତ ଭ୍ରମଣରେ ବାହାରି ଏବେ ଓଡ଼ିଶାର ଭୁବନେଶ୍ବରରେ । ବିକାଶ ଦାସଙ୍କ ରିପୋର୍ଟ ।