ମୟୂରଭଞ୍ଜରୁ ମାଲକାନଗିରି । ସରୀସୃପ ଉଦ୍ଧାର, ପଶୁ ପକ୍ଷୀଙ୍କ ସୁରକ୍ଷା ଏବଂ ଅନାଥଙ୍କ ସେବାରେ ସମର୍ପିତ ଏହି ଶିକ୍ଷୟିତ୍ରୀ । ଭବାନୀ ଶଙ୍କର ଦାସଙ୍କ ରିପୋର୍ଟ।