ବିଦେଶୀ ଭାଷାରେ ପ୍ରଶିକ୍ଷଣ ପାଇବେ ଓଡ଼ିଆ ଯୁବକ-ଯୁବତୀ, ଅନ୍ତର୍ଜାତୀୟ ସ୍ତରରେ ମିଳିବ ନିଯୁକ୍ତି ସୁଯୋଗ
2025-05-16 2 Dailymotion
ଭୁବନେଶ୍ୱରର ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଅନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ । 'ସ୍କିଲ୍ ଅନ୍ ହ୍ୱିଲ"କୁ ପତାକା ଦେଖାଇ ଶୁଭାରମ୍ଭ କଲେ ରାଜ୍ୟପାଳ ।