ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ପୁରୀ ଲିଙ୍କ୍ ନେଇ ପୁରୀ ପୋଲିସର ତଦନ୍ତ । ପୁରୀ ବାସିନ୍ଦା ପ୍ରିୟଙ୍କା ସେନାପତିଙ୍କୁ ଜେରା କରୁଛି ପୋଲିସ୍ ।