୨୫ ବର୍ଷର ସାଧନାକୁ ମିଳିଛି ସିଦ୍ଧି; କପଡ଼ାରେ ବାଲିର ସୂକ୍ଷ୍ମ କାରିଗରୀ, ଚର୍ଚ୍ଚାରେ ଚିତ୍ରଶିଳ୍ପୀ ନୀଳମାଧବ ସାହୁ
2025-05-19 27 Dailymotion
କପଡ଼ାରେ ବାଲିର ସୂକ୍ଷ୍ମ କାରିଗରୀକୁ ନେଇ ଚର୍ଚ୍ଚାରେ ଚିତ୍ରଶିଳ୍ପୀ ନୀଳମାଧବ ସାହୁ । ୨୫ ବର୍ଷର ସାଧନାକୁ ମିଳିଛି ସିଦ୍ଧି, ଚିତ୍ରକଳା ପାଇଁ ଛାଡିଛନ୍ତି ସରକାରୀ ଚାକିରି ।