ଓଡ଼ିଆ ଅସ୍ମିତାକୁ ବିଶ୍ବ ଦରବାରରେ ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ବାହାରିନ ଓଡ଼ିଆ ସମାଜ । ବିଦେଶ ମାଟିରେ ଆୟୋଜିତ ହେଲା 'ଓଡ଼ିଆ ଅସ୍ମିତା ଉତ୍ସବ 2025' ।