ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଘୋଷଯାତ୍ରା ନିର୍ଘଣ୍ଟ ଚୂଡ଼ାନ୍ତ, ନଜର ରଖିବେ ବରିଷ୍ଠ ଅଧିକାରୀ
2025-05-22 1 Dailymotion
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ପାଇଁ ବସିଲା ଛତିଶା ନିଯୋଗ ବୈଠକ । ଚଳିତଥର ପହଣ୍ଡି ବିଜେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ନିୟୋଜିତ ହେବେ ବରିଷ୍ଠ ଅଧିକାରୀ ।