Surprise Me!

ଶୁଣିଲାନି ପ୍ରଶାସନ, ଶ୍ରମ ଦେଇ ଦର୍ପଣ ସାଗର ପୁନରୁଦ୍ଧାର କଲେ ଲୋକେ

2025-05-22 12 Dailymotion

ଭବାନୀପାଟଣାର ପୁରାତନ ଜଳାଶୟ ଦର୍ପଣ ସାଗରର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଲେ ସ୍ଥାନୀୟ ଲୋକ । ଜଳାଶୟକୁ ସୁରକ୍ଷା ଦେବା ପାଇଁ ନେଲେ ବଜ୍ର ଶପଥ ।

Buy Now on CodeCanyon