ଆସନ୍ତା 28-29 ତାରିଖ ବେଳକୁ ମୌସୁମୀ ଓଡିଶା ଛୁଇଁପାରେ । ମୌସୁମୀ କେରଳ ଛୁଇଁବା ପରେ ରାଜ୍ୟର ଅନେକ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଦେଖିବାକୁ ମିଳିଛି ।