Surprise Me!

ସାଇବର କ୍ରାଇମ ରୋକିବାକୁ ପୋଲିସ ନେଉଛି ତାଲିମ, ଖୋଲିବ 20 ନୂଆ ସାଇବର ଥାନା

2025-05-27 3 Dailymotion

ଭୁବନେଶ୍ୱର ସ୍ଥିତ ସାଇବର କମ୍ପ୍ଲେକ୍ସରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆନୁକୂଲ୍ୟରେ " ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା" ସମ୍ପର୍କିତ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି।

Buy Now on CodeCanyon