Surprise Me!

ସରକାରଙ୍କୁ ଘାରିଲାଣି ଡେଙ୍ଗୁ ଚିନ୍ତା, ମୁକାବିଲା ପାଇଁ ପ୍ରସ୍ତୁତ ଆକ୍ସନ ପ୍ଲାନ

2025-05-27 6 Dailymotion

ରାଜ୍ୟରେ ମୌସୁମୀ ଛୁଇଁବା ପୂର୍ବରୁ ସରକାରଙ୍କ ଡ଼େଙ୍ଗୁ ଚିନ୍ତା । ଡେଙ୍ଗୁ ମୃତ୍ୟୁକୁ ନେଇ ହେବ ଯାଞ୍ଚ । ଡେଙ୍ଗୁ ବିରୋଧରେ ଆରମ୍ଭ ହେବ ଇଣ୍ଟେନସିଭ ପ୍ରୋଗ୍ରାମ ,ଗଡିବ ସଚେତନତା ରଥ ।

Buy Now on CodeCanyon