ଜେଲ ଭିତରେ ତିଆରି ଜିନିଷ ବାହାରେ ହେଉଛି ଆଦୃତ । ବାଲେଶ୍ବର ଜେଲରେ ରହୁଥିବା ଅନ୍ତେବାସୀ ତିଆରି କରୁଛନ୍ତି ଭଳିକି ଭଳି ସାମଗ୍ରୀ । ବାହାରେ ରହିଛି ଢେର ଚାହିଦା ।