ମୋହନଙ୍କୁ ମୋଦୀଙ୍କ 5 ଟାସ୍କ; ବ୍ୟାପକ କାର୍ଯ୍ୟକ୍ରମ ସହ ଦଳୀୟ ଗୁଣଗାନ, ବିଜେଡି କହିଲା ଗୋଟି ଗୋଟି ହିସାବ ନିଆଯିବ
2025-05-27 6 Dailymotion
ବର୍ଷେ ପୂର୍ତ୍ତି ଅବସରରେ ବ୍ୟାପକ କାର୍ଯ୍ୟକ୍ରମ କରିବ ବିଜେପି । ସେପଟେ ମୋଦି ସରକାରକୁ 11 ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ଓଡିଶା ଆସିବେ କେନ୍ଦ୍ରୀୟ ନେତା ।